Posts

ରାଧା ଅଷ୍ଟମୀ ବ୍ରତ ବହି

 ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ । ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।। ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ । ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ ବିଧିମାଚରେତ୍ ତ‌ତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ । -ଧ୍ୟାନଂ- ପ୍ରଥମ ଅଧ୍ୟାୟ ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ । ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ । ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ । ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ।। ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।। ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।। ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।। ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।। ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।। ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।। ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।। ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ।। ଆଜି ...

Raja Song

Image

ସାବିତ୍ରୀ ବ୍ରତ ବହି । Sabitri Brata Bahi

Image
ସାବିତ୍ରୀ ବ୍ରତ ବହି । Sabitri Brata Bahi

ପ୍ରଥମାଷ୍ଟମୀ ସମ୍ପୂର୍ଣ୍ଣ ପୂଜା ବିଧି।

Image
ପ୍ରଥମାଷ୍ଟମୀ ସମ୍ପୂର୍ଣ୍ଣ ପୂଜା ବିଧି।   ମାର୍ଗଶୀର ମାସ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଦିନ ପାଳନ କରାଯାଏ ପ୍ରଥମାଷ୍ଟମୀ । ଏହା ଓଡିଶାର ଏକ ପାରମ୍ପରିକ ପର୍ବ । ଏହା ସୌଭାଗିନୀ ଅଷ୍ଟମୀ , କାଳ ଭୈରବାଷ୍ଟମୀ ବା ପାପନାଶିନୀ ଅଷ୍ଟମୀ ଭାବେ ମଧ୍ୟ ନାମିତ । ଅତୀତରେ ମାର୍ଗଶୀର ମାସକୁ ବର୍ଷର ଆଦ୍ୟ ମାସ ବାପ୍ରଥମ ମାସ ବୋଲି ଗଣନା କରାଯାଇ ଏହି ମାସରୁ ବର୍ଷାରମ୍ଭ ହେଉଥିଲା । ତେଣୁ ବର୍ଷର ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କୁହାଯାଇଛି । ଏ ଦିନ ବଂଶର ପ୍ରଥମ ଜାତ ସନ୍ତାନଙ୍କୁ ନୂଆ ପୋଷାକ ପିନ୍ଧାଇ ବନ୍ଦାପନା କରାଯାଏ । ଏହା ଭୁନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କ ଗୋଟିଏ ଯାତ୍ରା ଦିବସ । ଏହି ଦିନ ପରିବାରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ପୂଜା ବିଧି ଅନୁଷ୍ଠିତ ହୋଇଥାଏ । ମା’ମାନେ ଷଠୀଦେବୀଙ୍କର ପୂଜାର୍ଚ୍ଚନା କରିଥାନ୍ତି । ପଂଚ ପଲ୍ଲବ ଓ ପଂଚ ଶସ୍ୟରେ କଳସ ପୂଜା ଓ ବରୁଣ ପୂଜା ହୋଇଥାଏ । ଓଡିଆ ପରଂପରା ଅନୁଯାୟୀ ପ୍ରଥମାଷ୍ଟମୀ ଦିନ ଘରର ଜ୍ୟେଷ୍ଠ ସନ୍ତାନ ସେ କନ୍ୟା ହେଉ ବା ପୁତ୍ର , ତାଙ୍କୁ ସ୍ନାନାନ୍ତେ ନୂତନ ବସ୍ତ୍ର ପିନ୍ଧାଇ ଦିଅଁଙ୍କ ଆଗରେ ପିଢା ଉପରେ ବସାଇ ଦୁଇ କାନରେ ଫୁଲ୍ ଓ ମୁଣ୍ଡରେ ଚନ୍ଦନ ଲଗାଇ ଦୁବ,ବରକୋଳି ପତ୍ର ଓ ହଳଦୀମିଶା ଚାଉଳରେ ମା’ ମାନେ ବନ୍ଦାପନା କରିଥାନ୍ତି । ବନ୍ଦାପନା ପରେ ଜ୍ୟେଷ୍ଠ ସନ୍ତାନ ହଠୀଦେବୀଙ୍କୁ ମୁଣ୍ଡିଆ ମାରିବା ସହ ପିତାମାତାଙ୍କୁ ଓ...

ଗଣେଶ ପୂଜା ପାଇଁ ସମାଗ୍ରୀ

 ପୂଜା ସମାଗ୍ରୀ :- *********** ଗଣେଶ ଠାକୁରଙ୍କ ମୂର୍ତ୍ତୀ  ପଞ୍ଚାମୃତ  ଗଙ୍ଗା ଜଳ  ପଇତା  ଅଗୁରୁ  ଲାଲ ରଙ୍ଗର କପଡ଼ା  ଗେଣ୍ଡୁଫୁଲର ମାଳା  ଧୂପ  ଦୀପ  ଝୁଣା  କର୍ପୁର  ଫଳ ଲଡୁ ମୁରୁଜ  ଚନ୍ଦନ  ସିନ୍ଦୂର  ଅରୁଆ ଚାଉଳ  କଳଶ ସ୍ଥାପନ ପାଇଁ ସାମଗ୍ରୀ :- ******************** ଧାନ ପିତଲ କଳଶ  ଆମ୍ବ ଡାଳ  ନଡିଆ  ସାଲୁକନା  ଦୁବ ଘାସ ବରକୋଳି ପତ୍ର  ବେଳ ପତ୍ର 

ସନ୍ତୋଷୀ ମା ଙ୍କ ପୂଜା ବହି

Image
ସନ୍ତୋଷୀ ମା ଙ୍କ ପୂଜା ବହି  Santoshi Maanka Puja Bahi Click here

ତାରିଣୀ ବ୍ରତ ବହି

Image
ତାରିଣୀ ବ୍ରତ ବହି Maa Bipodtarinikara Brata Katha Click here