ରାଧା ଅଷ୍ଟମୀ ବ୍ରତ ବହି

 ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ । ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।। ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ । ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ ବିଧିମାଚରେତ୍ ତ‌ତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ । -ଧ୍ୟାନଂ- ପ୍ରଥମ ଅଧ୍ୟାୟ ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ । ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ । ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ । ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ।। ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।। ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।। ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।। ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।। ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।। ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।। ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।। ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ।। ଆଜି ...

ରଜ ସଂକ୍ରାନ୍ତି ପାଇଁ ଥାଳି

Raja special sankranti veg thali

ରଜ ହେଉଛି ଆମ ଓଡ଼ିଆଙ୍କର ଏକ ବଡ଼ ପର୍ବ। ରଜ ସଂକ୍ରାନ୍ତି ଦିନ ପୁରା ସାଧା ରେ ସବୁ ବନାଯାଏ। ସଂକ୍ରାନ୍ତି ଦିନ ସଖାଳୁ ଶିବ ମନ୍ଦିର ରେ ଯାଇ ଶିବଙ୍କୁ ପୂଜା କରାଯାଏ। ସଂକ୍ରାନ୍ତି ଦିନ ଘର ଦ୍ଵାର ସଫା କରି ପୁରା ଭଲ ରେ ରେ ସବୁ ଖାଇବା ଜିନିଷ ବନା ଯାଏ ।

ସଂକ୍ରାନ୍ତି ପାଇଁ ମୁଁ ଆଜି ସାଧାରେ ଥାଳି ବନେଇଚି। ଜିରା ରାଇସ, ଡାଲ ଫ୍ରାଇ, ପନିର କୋରମା, ଦହି ଭେଣ୍ଡି, ବାଇଗଣ ଭଜା, କାକୁଡି ଓ ଆମ୍ବ।

ଆପଣ ଯଦି ଏଇ ଥାଳିଟି ବନେଇ ବାକୁ ଚାହୁଁଛନ୍ତି ତା ମୋର ଏହି video ଟି ଦେଖିନିଅନ୍ତୁ - https://youtu.be/9BucNkuVhKs

Comments

Popular posts from this blog

ରାଧା ଅଷ୍ଟମୀ ବ୍ରତ ବହି