ରାଧା ଅଷ୍ଟମୀ ବ୍ରତ ବହି

 ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ । ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।। ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ । ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ ବିଧିମାଚରେତ୍ ତ‌ତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ । -ଧ୍ୟାନଂ- ପ୍ରଥମ ଅଧ୍ୟାୟ ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ । ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ । ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ । ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ।। ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।। ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।। ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।। ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।। ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।। ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।। ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।। ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ।। ଆଜି ...

Raja special Poda Pitha


ଆଗାମି ରଜ ପାଇଁ ଆପଣ ସମସ୍ତଙ୍କୁ Happy ରଜ। ରଜର ସ୍ପେସିଆଲିଟି ହେଉଚି ପୋଡ଼ ପିଠା, ଏଇଟା ବୋହୁତ ପ୍ରକାରରେ ବନା ହେଇ ପାରେ|ମୁଁ ଆଜି ସୁଜି ରେ ପୋଡ଼ ପିଠା ବନେଇବି, ଯୌଟା କି ବହୁତ ସହଜ ଉପାୟରେ ବନା ହୋଇପାରିବ।ପୋଡ଼ ପିଠା recipe 
ଟି ବନେଇବାକୁ ଚାହୁଁନଥିଲେ ଏଇ ଭିଡିଓ ଟି ଦେଖନ୍ତୁ - https://youtu.be/A1CiGc0IwoE

ପୋଡ଼ ପିଠା ପାଇଁ ଉତ୍ପାଦନ:
ଇଡଲୀ ସୁଜି (2 କପ୍)|
ଗୁଡ଼ |
ଛେନା (100 ଗ୍ରାମ୍) |
କଟା ଏବଂ କୋରା ନଡ଼ିଆ|
ଗୁଜୁରାଟୀ (7 or 8 ଟି piece) |
ଗୋଲ୍ ମୋରିଚ (1 ଚାମଚ)|
ତେଜ ପତ୍ର (2ଟି) |
କାଜୁ|
କିସ୍ମିସ୍ |
ଘିଅ|
ଲୁଣ|
ପାଣି |

Comments

Popular posts from this blog

ରାଧା ଅଷ୍ଟମୀ ବ୍ରତ ବହି