Posts

Showing posts from June, 2020

ରାଧା ଅଷ୍ଟମୀ ବ୍ରତ ବହି

 ଓଁ ଶ୍ରୀ ଶ୍ରୀ ପରଂବ୍ରହ୍ମଣେ ନମଃ ଶ୍ରୀ ଶ୍ରୀ ରାଧାଷ୍ଟମୀ ବ୍ରତ ଭାଦ୍ରେମାସିସୀତେପକ୍ଷେ, ଋକ୍ଷାନୁରାଧାସଂଜ୍ଞାନେ । ଅଷ୍ଟମ୍ୟାଂ ଭାନୁବାରେ ଚ ଦିନମଧ୍ୟେତି ଶୋଭନେ ।। ବୃଷଭାନୁ ଗୃହେ ଜନ୍ମଂ ରାଧାୟା ସୁମନୋହରଂ । ଅଦୌ ଘଟେ ବରୁଣପୂଜାଂ କୁର୍ଯ୍ୟାତ୍ ତଦନନ୍ତରଂ ସଂକଳ୍ପ ବିଧିମାଚରେତ୍ ତ‌ତ୍ ଯଥା- ଓଁ ର୍ବିଷ୍ଣୋ ନମଃହେତ୍ୟାଦି ଏବ ପୂର୍ବୋକ୍ତ ବିଧିବିଶେଷଣ ଅମୁକସ୍ୟଗୋତ୍ର ଶ୍ରୀମାନ୍ ଅନୁକ ଦେବଶର୍ମ୍ମଣେ ଶ୍ରୀରାଧାଷ୍ଟମୀ ବ୍ରତ ମହଂ କରିଷ୍ୟେ । -ଧ୍ୟାନଂ- ପ୍ରଥମ ଅଧ୍ୟାୟ ଓଁ- ଶ୍ରୀରାଧିକାଂ ସମୃଦ୍ଦିଶ୍ୟ ସର୍ବପାପ ପ୍ରଶାନ୍ତୟେ ଉପବାସଂ କରିଷ୍ୟାମି ରାଧାଷ୍ଟମ୍ୟାଂ ନଭସ୍ୟାହଂ । ଆଜନ୍ମ ମରଣଂ ଯାବତ୍ ଜନ୍ମୟାଦୁଷ୍କୃତଂ କୃତ୍ୟଂ ତୁତ୍ ପ୍ରାଣାଶାୟ ରାଧିକେ ପ୍ରସାଦ ପରମେଶ୍ୱରୀ । ଏହି ମନ୍ତ୍ରରେ ଧ୍ୟାନ କରି ଶ୍ରୀରାଧାଷ୍ଟମୀ ବ୍ରତ ଗୀତ ଗାୟନ କରିବ । ଶୁଣ ଶୁଣ ସୁଜନେ ଦେଇ ମନ । କ‌ହିବା ଅପୂର୍ବ ବିଧାନ ।। ରାଧାଙ୍କ ଜନ୍ମ ସମାଚାର । ଶ୍ରବଣ କରି ତର ନର ।। ଏକଇ ଦିନ ଦ୍ୱାରକାରେ । ରତନ ସିଂହାସନ ପରେ ।। ବସିଣ ଥିଲେ ଜଗନ୍ନାଥ । ମନରେ ହୋଇ ଆନନ୍ଦିତ ।। ଏହି ସମୟେ ତାଙ୍କ ପାଶ । ରୁକ୍ମଣୀ ହୋଇଲେ ପ୍ରବେଶ ।। ଆବର ସର୍ବ ପାଟ ବଂଶୀ । ମିଳିଲେ ଏକ ଏକ ଆସି ।। ତାହାଙ୍କୁ ଦେଖି ଜନାର୍ଦ୍ଦନ । ପୁଚ୍ଛିଲେ ଗମନ କାରଣ ।। ରୁକ୍ମଣୀ ଯୋଡ଼ି ବେନିକର । ବୋଇଲେ ବଚନ ମଧୁର ।। ଭୋ ପ୍ରାଣନାଥ ଆମ୍ଭପରେ । ଦୟା ବ‌ହିଣ କୁହବାରେ ।। ଆଜି ...

ସନ୍ତୋଷୀ ମା ଙ୍କ ପୂଜା ବହି

Image
ସନ୍ତୋଷୀ ମା ଙ୍କ ପୂଜା ବହି  Santoshi Maanka Puja Bahi Click here

ତାରିଣୀ ବ୍ରତ ବହି

Image
ତାରିଣୀ ବ୍ରତ ବହି Maa Bipodtarinikara Brata Katha Click here

Basumati snana puja bidhi

Image
ଚତୁର୍ଥ ଦିନରେ ଓଡ଼ିଶାରେ ରଜ ପର୍ବର 3 ଦିନର ଉତ୍ସବ ସମାପ୍ତ ହେବା ପରେ ଏହି ରୀତିନୀତି ସହିତ ସ୍ଥାନୀୟ ଭାବରେ "ବସୁମତି ସ୍ନାନ" କୁହାଯାଏ|ବସୁମତିର ଅର୍ଥ ହେଉଛି "ପୃଥିବୀ"। ଏଠାରେ ପଥର ନିର୍ମିତ ହ୍ୟାଣ୍ଡ ଗ୍ରାଇଣ୍ଡର୍ (ସିଲାପୁଆ) ମାତାର ପ୍ରତୀକାତ୍ମକ ଭାବରେ ବ୍ୟବହୃତ ହୁଏ। ଚତୁର୍ଥ ଦିନରେ ଓଡିଶାରେ ରଜା ପର୍ବର 3 ଦିନିଆ ଉତ୍ସବ ଶେଷ ହେବା ପରେ ଏହି ଉତ୍ସବକୁ "ବାସୁମତି ସ୍ନାନ" କୁହାଯାଏ|ଏଠାରେ ପଥର ତିଆରି ସିଳପୁଆ ଭୁମିର ମାତା ପୃଥିବୀର ପ୍ରତୀକ ଭାବରେ ବ୍ୟବହୃତ ହୁଏ|ମହିଳାମାନେ କଦଳୀ ପେଷ୍ଟ ସହିତ ସିଲାପୁଆ ସ୍ନାନ କରନ୍ତି ଏବଂ ଫୁଲ, ସିନ୍ଦୁର ଇତ୍ୟାଦି ସହିତ ଆଦର କରନ୍ତି। ସମସ୍ତ ପ୍ରକାରର ଫଳ ମାତା ଭୁମିଙ୍କୁ ଦିଆଯାଏ |

Raja special Poda Pitha

Image
ଆଗାମି ରଜ ପାଇଁ ଆପଣ ସମସ୍ତଙ୍କୁ Happy ରଜ। ରଜର ସ୍ପେସିଆଲିଟି ହେଉଚି ପୋଡ଼ ପିଠା, ଏଇଟା ବୋହୁତ ପ୍ରକାରରେ ବନା ହେଇ ପାରେ|ମୁଁ ଆଜି ସୁଜି ରେ ପୋଡ଼ ପିଠା ବନେଇବି, ଯୌଟା କି ବହୁତ ସହଜ ଉପାୟରେ ବନା ହୋଇପାରିବ।ପୋଡ଼ ପିଠା recipe  ଟି ବନେଇବାକୁ ଚାହୁଁନଥିଲେ ଏଇ ଭିଡିଓ ଟି ଦେଖନ୍ତୁ - https://youtu.be/A1CiGc0IwoE ପୋଡ଼ ପିଠା ପାଇଁ ଉତ୍ପାଦନ : ଇଡଲୀ ସୁଜି (2 କପ୍)| ଗୁଡ଼ | ଛେନା (100 ଗ୍ରାମ୍) | କଟା ଏବଂ କୋରା ନଡ଼ିଆ| ଗୁଜୁରାଟୀ (7 or 8 ଟି piece) | ଗୋଲ୍ ମୋରିଚ (1 ଚାମଚ)| ତେଜ ପତ୍ର (2ଟି) | କାଜୁ| କିସ୍ମିସ୍ | ଘିଅ| ଲୁଣ| ପାଣି |

Follow us on :-

Instagram - @patisasmita https://instagram.com/patisasmita?utm_source=ig_profile_share&igshid=1pfne2vm94sxo Facebook - Sasmita Kitchen & Ghar Gharana https://www.facebook.com/profile.php?id=100009084125358 YouTube - Sasmita's Creative & Beautiful Life https://www.youtube.com/channel/UCTX3BZno9GYc-bTAsgMnsJg

ରଜ ସଂକ୍ରାନ୍ତି ପାଇଁ ଥାଳି

Image
Raja special sankranti veg thali ରଜ ହେଉଛି ଆମ ଓଡ଼ିଆଙ୍କର ଏକ ବଡ଼ ପର୍ବ। ରଜ ସଂକ୍ରାନ୍ତି ଦିନ ପୁରା ସାଧା ରେ ସବୁ ବନାଯାଏ। ସଂକ୍ରାନ୍ତି ଦିନ ସଖାଳୁ ଶିବ ମନ୍ଦିର ରେ ଯାଇ ଶିବଙ୍କୁ ପୂଜା କରାଯାଏ। ସଂକ୍ରାନ୍ତି ଦିନ ଘର ଦ୍ଵାର ସଫା କରି ପୁରା ଭଲ ରେ ରେ ସବୁ ଖାଇବା ଜିନିଷ ବନା ଯାଏ । ସଂକ୍ରାନ୍ତି ପାଇଁ ମୁଁ ଆଜି ସାଧାରେ ଥାଳି ବନେଇଚି। ଜିରା ରାଇସ, ଡାଲ ଫ୍ରାଇ, ପନିର କୋରମା, ଦହି ଭେଣ୍ଡି, ବାଇଗଣ ଭଜା, କାକୁଡି ଓ ଆମ୍ବ। ଆପଣ ଯଦି ଏଇ ଥାଳିଟି ବନେଇ ବାକୁ ଚାହୁଁଛନ୍ତି ତା ମୋର ଏହି video ଟି ଦେଖିନିଅନ୍ତୁ - https://youtu.be/9BucNkuVhKs